ପ୍ରତିଦିନ ବଞ୍ଚନ୍ତୁ ଯେପରି ଏହା ଏକ ପର୍ବ । ଜୀବନକୁ ଏକ ଉତ୍ସବରେ ପରିଣତ କରି ଉପଭୋଗ କରନ୍ତୁ । ପର୍ବଗୁଡ଼ିକ ଏକ ଚିତ୍ର ପରି, ଇଶ୍ୱରଙ୍କ ଠାରେ ଆମ ଆଧ୍ୟାତ୍ମିକ ପ୍ରଗତି ଦେଖାଇଥାଏ । "ପର୍ବଗୁଡ଼ିକ ବିବିଧତାକୁ ପ୍ରୋତ୍ସାହିତ କରନ୍ତି, ଓ ପଡ଼ୋଶୀମାନଙ୍କୁ ଆମ ସଂସ୍ପର୍ଶ ରେ ଆଣନ୍ତି, ଏଥିଯୋଗୁଁ ସୃଜନଶୀଳତା ବୃଦ୍ଧି ପାଏ, ନାଗରିକ ଗର୍ବ ପାଇଁ ସୁଯୋଗ ମିଳେ, ଓ ଆମର ସାଧାରଣ ମାନସିକ ସୁସ୍ଥତାକୁ ଉନ୍ନତ କରେ। ଏଣୁ ଏହି ଶୁଭ ମୁହୁର୍ତ୍ତ ରେ ଆସନ୍ତୁ ଆମ ପ୍ରିୟ ସମ୍ପର୍କୀୟ ମାନଙ୍କୁ କିଛି ଖୁସି ପ୍ରଦାନ କରିବା କିଛି ସଚିତ୍ର ବାର୍ତ୍ତା ଦ୍ଵାରା
।
0 Comments